ରାଜଧାନୀ ଛାତିରେ ଜଳକଷ୍ଟ: ଦିନକୁ ଘଣ୍ଟାଏ ମିଳୁଛି ପାଣି, ୪ ବାଲ୍‌ତି ପୂରିବା ପୂର୍ବରୁ ପାଣି ବନ୍ଦ

ଭୁବନେଶ୍ବର: ନିଜ ଗାଁ ପାଖ‌‌ରେ ଜଳ ବିଶୋଧନାଗାର। ଏଇଠୁ ଅଧା ରାଜଧାନୀକୁ ଜଳଯୋଗାଣ ହେଉଛି। କିନ୍ତୁ ଗାଁ ଲୋକଙ୍କୁ ନିଇତି ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ୨୪ଘଣ୍ଟାରୁ ମାତ୍ର ଘଣ୍ଟାଏ ପାଇଁ ଲୋକଙ୍କୁ ପାଣି ଯୋଗାଣ କରାଯାଉଛି। ସମସ୍ୟା ଖାଲି ସେତିକି ନୁହେଁ, ଯୋଗାଣ ହେଉଥିବା ପାଣିର ବେଗ ଏତେ କମ୍‌ ଯେ ବାଲ୍‌ତିଏ ପାଣି ପୂରିବାକୁ ୧୦ମିନିଟ୍‌ ସମୟ ଲାଗୁଛି। ୪ ବାଲ୍‌ତି ନ ପୂରୁଣୁ ପାଣି … Continue reading ରାଜଧାନୀ ଛାତିରେ ଜଳକଷ୍ଟ: ଦିନକୁ ଘଣ୍ଟାଏ ମିଳୁଛି ପାଣି, ୪ ବାଲ୍‌ତି ପୂରିବା ପୂର୍ବରୁ ପାଣି ବନ୍ଦ